# So the demons came out ଏସ୍ଥାନରେ “ସେଥିରେ” ଶବ୍ଦ ବ୍ୟବହୃତ ହୋଇଛି ଯେପରି ଲୋକର ଭିତରୁ ଭୂତଗୁଡିକ ବାହାରି ଆସିବା କାରଣ ବ୍ୟାଖ୍ୟା କରାଯିବ ଯେହେତୁ ଯୀଶୁ ସେମାନଙ୍କୁ କହିଲେ ଯେ ସେମାନେ ଘୁଷୁରିମାନଙ୍କ ମଧ୍ୟରେ ପଶି ପାରନ୍ତି I # rushed ଅତି ବେଗରେ ଦୌଡ଼ିଲେ # the herd ... was drowned ପଲ...ବୁଡିଗଲେ I ସେମାନେ ପାଣି ଭିତରକୁ ଯିବା ପରେ କେହି ଘୁଷୁରିମାନଙ୍କୁ ବୁଡାଇ ନାହାନ୍ତି I