# Connecting Statement: ଯୀଶୁ ଜନତାର ଭିଡକୁ ଦୃଷ୍ଟାନ୍ତ କହିବା ସମାପ୍ତ କଲେ I # choked it କଣ୍ଟାଗଛଗୁଡିକ ସମସ୍ତ ପୁଷ୍ଟିକର ବିଷୟ, ଜଳ, ଓ ସୂର୍ଯ୍ୟାଲୋକ ନେଲେ, ତେଣୁ କୃଷକଙ୍କ ଗଛଗୁଡିକ ଉତ୍ତମ ରୂପେ ବଢିପାରିଲେ ନାହିଁ I