# Joanna ... Susanna “କେତେକ ସ୍ତ୍ରୀଲୋକମାନଙ୍କ” ମଧ୍ୟରୁ ଦୁଇ ଜଣ(ପଦ 2)(ଦେଖ : [[rc://*/ta/man/translate/translate-names]]) # Joanna, the wife of Chuza, Herod's manager ଖୂଜାଙ୍କ ଭାର୍ଯ୍ୟା ଯୋହାନା ଏବଂ ଖୂଜା ହେରୋଦଙ୍କ ସଂଚାଳକ ଥିଲେ I “ହେରୋଦଙ୍କ ସଂଚାଳକ ଖୂଜାଙ୍କ ଭାର୍ଯ୍ୟା ଯୋହାନା’ )(ଦେଖ : [[rc://*/ta/man/translate/translate-names]]) # were providing for them ଯୀଶୁ ଏବଂ ତାଙ୍କର ଶିଷ୍ୟମାନଙ୍କୁ ଆର୍ଥିକ ଭାବରେ ସାହାଯ୍ୟ କରୁଥିଲେ