# who had been healed of evil spirits and diseases ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯୀଶୁ ଯେଉଁମାନଙ୍କୁ ମନ୍ଦ ଆତ୍ମାଗୁଡିକଠାରୁ ମୁକ୍ତ କରିଥିଲେ ଏବଂ ରୋଗଗୁଡିକରୁ ସୁସ୍ଥ କରିଥିଲେ” (ଦେଖ : [[rc://*/ta/man/translate/figs-activepassive]]) # Mary “କେତେକ ସ୍ତ୍ରୀଲୋକମାନଙ୍କ” ମଧ୍ୟରୁ ଜଣେ I (ଦେଖ : [[rc://*/ta/man/translate/translate-names]]) # Mary who was called Magdalene ... seven demons had gone out ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ମରିୟମ, ଯାହାକୁ ଲୋକମାନେ ମଗଦଲିନୀ ବୋଲି କହନ୍ତି... ଯୀଶୁ ତାଙ୍କଠାରୁ ସାତଟି ଭୂତମାନଙ୍କୁ ଛଡାଇ ଥିଲେ” (ଦେଖ : [[rc://*/ta/man/translate/figs-activepassive]])