# Your faith has saved you ତୁମର ବିଶ୍ୱାସ ହେତୁ ତୁମେ ରକ୍ଷା ପାଇଛ I ଭୌତିକ ସତ୍ତାହୀନ ବିଶେଷ୍ୟ ପଦ “ବିଶ୍ୱାସ”କୁ ଏକ କ୍ରିୟା ଭାବରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଯେହେତୁ ତୁମେ ବିଶ୍ୱାସ କରୁଛ, ତୁମେ ରକ୍ଷା ପାଇଛ” (ଦେଖ: [[rc://*/ta/man/translate/figs-abstractnouns]] ) # Go in peace ଏହା ଏକ ପ୍ରକାର ବିଦାୟ ବୋଲି କହିବା ଶୈଳୀ ଅଟେ ଯେତେବେଳେ ସେହି ସମାନ ସମୟରେ ଆଶୀର୍ବାଦ ପ୍ରଦାନ କରାଯାଇଥାଏ I ବିକଳ୍ପ ଅନୁବାଦ: “ତୁମେ ଗଲାବେଳେ, ଆଉ ଚିନ୍ତିତ ହୁଅ ନାହିଁ” ବା “ତୁମେ ଗଲାବେଳେ ଈଶ୍ୱର ତୁମକୁ ଶାନ୍ତି ପ୍ରଦାନ କରନ୍ତୁ”