# Connecting Statement: ଯୀଶୁ ଲୋକମାନଙ୍କୁ ବାପ୍ତିଜକ ଯୋହନଙ୍କ ସମ୍ପର୍କରେ କହିବା ଆରମ୍ଭ କଲେ I ବାପ୍ତିଜକ ଯୋହନ ପ୍ରକୃତରେ କିପରି ଅଟନ୍ତି ସେ ବିଷୟରେ ଚିନ୍ତା କରିବାକୁ ସେମାନଙ୍କୁ ଆଗେଇ ନେବା ପାଇଁ ସେ ଆଳଙ୍କରିକ ପ୍ରଶ୍ନଗୁଡିକ ପଚାରିଲେ I # What ... A reed shaken by the wind? ଏହା ଏକ ନାସ୍ତିସୂଚକ ଉତ୍ତର ଅପେକ୍ଷା କରେ I “ତୁମ୍ଭେମାନେ କଅଣ ପବନରେ ଦୋହଲୁଥିବା ଗୋଟିଏ ନଳ ଦେଖିବାକୁ ବାହାରକୁ ଯାଇଥିଲ? ଅବଶ୍ୟ ନୁହେଁ !” ଏହାକୁ ଏକ ଉକ୍ତି ଭାବରେ ମଧ୍ୟ ଲେଖାଯାଇପାରେ I ବିକଳ୍ପ ଅନୁବାଦ: “ନିଶ୍ଚିତ ଭାବରେ ତୁମ୍ଭେମାନେ ପବନରେ ଦୋହଲୁଥିବା ଗୋଟିଏ ନଳ ଦେଖିବା ନିମନ୍ତେ ବାହାରକୁ ଯାଇ ନ ଥିଲ !” (ଦେଖ: [[rc://*/ta/man/translate/figs-rquestion]] ) # A reed shaken by the wind ଏହି ରୂପକର ସାମ୍ଭାବ୍ୟ ଅର୍ଥଗୁଡିକ ହେଉଛି 1) ଯେପରି ନଳଗୁଡିକ ସହଜରେ ପବନ ଦ୍ୱାରା ଦୋହଲିଥାଏ, ଠିକ ସେହିପରି ଯେଉଁ ବ୍ୟକ୍ତି ସହଜରେ ନିଜ ମନ ବଦଳାଇଥାଏ, ବା 2) ଜଣେ ବ୍ୟକ୍ତି ଯିଏ ଅନେକ କଥା କୁହେ କିନ୍ତୁ କିଛି ମହତ୍ତ୍ଵପୂର୍ଣ୍ଣ କଥା କୁହେ ନାହିଁ, ଯେପରି ନଳଗୁଡିକ ପବନ ବହିଲେ ଖଡଖଡ ଶବ୍ଦ କରେ ସେ ଠିକ ସେପରି ଅଟେ I (ଦେଖ: [[rc://*/ta/man/translate/figs-metaphor]])