# he went up ସେ ଆଗକୁ ଗଲେ ବା “ସେ ମୃତ ଲୋକର ସମ୍ମୁଖିନ ହେଲେ” # the wooden frame holding the body ଏହା ଏକ ଷ୍ଟ୍ରେଚର ବା ଶଯ୍ୟା ଯାହା କବର ସ୍ଥାନକୁ ବହି ନେବା ପାଇଁ ବ୍ୟବହୃତ ହୁଏ I ଏଥିରେ ଶରୀରକୁ ପୋତାଯିବା ଭଳି ଏପରି କିଛି ନ ଥିଲା I ଅନ୍ୟ ଅନୁବାଦଗୁଡିକରେ ହୁଏତ କମ୍ ଜଣାଶୁଣା “କୋକେଇ” ବା “ସମାଧି ଶଯ୍ୟା” ଶବ୍ଦ ଥାଇପାରେ I # I say to you, arise ସେହି ଯୁବକ ତାଙ୍କର ଆଜ୍ଞା ପାଳନ କରିବା ଆବଶ୍ୟକ ବୋଲି ଗୁରୁତ୍ଵ ଦେବା ନିମନ୍ତେ ଯୀଶୁ ଏହା କହନ୍ତି I “ମୋ’ କଥା ଶୁଣ ! ଉଠ !