# in that day ଯେତେବେଳେ ସେମାନେ ସେହି ବିଷୟଗୁଡିକ କରନ୍ତି ବା “ଯେତେବେଳେ ତାହା ଘଟେ” # leap for joy ଏହି ଋଢ଼ୋକ୍ତିର ଅର୍ଥ “ଅତିଶୟ ଆନନ୍ଦପୂର୍ଣ୍ଣ ହେବା” (ଦେଖ: [[rc://*/ta/man/translate/figs-idiom]] ) # your reward ... is great ଏକ ବିଶାଳ ପରିଶୋଧ ବା “ଉତ୍ତମ ଅନୁଗ୍ରହ ଦାନଗୁଡିକ”