# Blessed are you ତୁମ୍ଭେମାନେ ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତ ହେବ ବା “ତୁମ୍ଭେମାନେ ଉପକାର ପାଇବ” ବା “ଏହା ତୁମ୍ଭମାନଙ୍କ ନିମନ୍ତେ କେତେ ଉତ୍ତମ” # they exclude you ତୁମ୍ଭମାନଙ୍କୁ ପ୍ରତ୍ୟାଖ୍ୟାନ କରିବେ # because of the Son of Man କାରଣ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କ ସହିତ ସାମିଲ ହୋଇଛ ବା “ଯେହେତୁ ସେମାନେ ମନୁଷ୍ୟପୁତ୍ରଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି”