# When it became day ଯେତେବେଳେ ପ୍ରଭାତ ହୋଇଥିଲା ବା “ପରବର୍ତ୍ତୀ ଦିନ” # he chose twelve of them ସେ ବାର ଜଣ ଶିଷ୍ୟମାନଙ୍କୁ ମନୋନୀତ କଲେ # whom he also named apostles ସେ ସେମାନଙ୍କୁ ମଧ୍ୟ ପ୍ରେରିତ ବୋଲି କହିଲେ ବା “ଏବଂ ସେ ସେମାନଙ୍କୁ ପ୍ରେରିତ ହେବା ନିମନ୍ତେ ନିଯୁକ୍ତ କଲେ”