# Have you not even read ... with him? ଶାସ୍ତ୍ରରୁ ଶିକ୍ଷା ଲାଭ କରୁ ନ ଥିବା ହେତୁ ଫାରୂଶୀମାନଙ୍କୁ ଯୀଶୁ ଅନୁଯୋଗ କରନ୍ତି I ଏହାକୁ ଏକ ଉକ୍ତି ଭାବରେ ଲେଖାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯାହା ପାଠ କରିଛ, ତହିଁରୁ ଶିକ୍ଷା ଲାଭ କରିବା ଉଚିତ ...ତାଙ୍କୁ !” ବା “ନିଶ୍ଚିତ ଭାବରେ ତୁମ୍ଭେମାନେ ... ତାଙ୍କୁ !” (ଦେଖ: [[rc://*/ta/man/translate/figs-explicit]] )