# knowing their thoughts ଏହି ବାକ୍ୟାଂଶ ସୂଚାଏ ଯେ ସେମାନେ ନିରବରେ ତର୍କ କରୁଥିଲେ, ଯେପରି ସେମାନେ ଯାହା ଚିନ୍ତା କରୁଥିଲେ, ତାହା ଯୀଶୁ ଶୁଣିବା ଦ୍ବାରା ନୁହେଁ ମାତ୍ର ହୃଦୟରେ ଜ୍ଞାତ ହେଲେ I # Why are you questioning this in your hearts? ଏହାକୁ ଏକ ଉକ୍ତି ଭାବରେ ଲେଖାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଆପଣାମାନଙ୍କ ମନରେ ଏସମ୍ପର୍କରେ ତର୍କବିତର୍କ କରିବା ଉଚିତ ନୁହେଁ I” ବା “ତୁମ୍ଭେମାନେ ସନ୍ଦେହ କରିବା ଉଚିତ ନୁହେଁ ଯେ ପାପସବୁ କ୍ଷମା କରିବାକୁ ମୋ’ର ଅଧିକାର ଅଛି I” (ଦେଖ: [[rc://*/ta/man/translate/figs-rquestion]] ) # in your hearts ଏହି ସ୍ଥାନରେ “ହୃଦୟ ବା ମନ” ଲୋକମାନଙ୍କ ମନ ବା ଅନ୍ତରସ୍ଥ ବ୍ୟକ୍ତିତ୍ଵର ଏକ ଲକ୍ଷଣସୂଚକ ଶବ୍ଦ ଅଟେ I (ଦେଖ: [[rc://*/ta/man/translate/figs-metonymy]] )