# So standing “ସେଥିରେ” ଶବ୍ଦ ଏହା ସ୍ପଷ୍ଟ କରେ ଯେ ସେ ଏହା କଲେ, କାରଣ ଲୋକମାନେ ଶିମୋନଙ୍କ ଶାଶୁଙ୍କ ପକ୍ଷରୁ ତାଙ୍କୁ ଅନୁରୋଧ କରିଥିଲେ I # standing over her ତାଙ୍କ ପାଖକୁ ଗଲେ ଓ ତାଙ୍କ ଉପରେ ନଇଁ ପଡିଲେ # he rebuked the fever, and it left her ଜ୍ୱରକୁ ଧମକ ଦେଲେ, ଏବଂ ତାହା ତାଙ୍କୁ ଛାଡିଗଲା ବା “ତାଙ୍କୁ ଛାଡି ଚାଲି ଯିବା ପାଇଁ ଜ୍ୱରକୁ ଆଜ୍ଞା ଦେଲେ, ଏବଂ ଏହା ଛାଡି ଗଲା I” ସେ ଜ୍ୱରକୁ ଯାହା କରିବା ନିମନ୍ତେ କହିଲେ ତାହା ସ୍ପଷ୍ଟ ଭାବରେ ବ୍ୟକ୍ତ କରିବା ସହାୟକ ହେବ I ବିକଳ୍ପ ଅନୁବାଦ: “ଆଜ୍ଞା ଦେଲେ ଯେ ତାଙ୍କ ଚର୍ମ ଥଣ୍ଡା ହେବ ଏବଂ ତାହା ହେଲା” ବା “ଜ୍ୱରକୁ ଆଜ୍ଞା ଦେଲେ ଯେ ତାହା ତାଙ୍କୁ ଛାଡି ଚାଲି ଯିବ ଏବଂ ସେ ତାହା କଲା (ଦେଖ: [[rc://*/ta/man/translate/figs-explicit]]) # he rebuked the fever ଉତ୍ତାପକୁ ଧମକ ଦେଲେ # started serving them ଏହି ସ୍ଥାନରେ ଏହାର ଅର୍ଥ ସେ ଯୀଶୁଙ୍କ ନିମନ୍ତେ ଏବଂ ଗୃହରେ ଥିବା ଅନ୍ୟ ଲୋକମାନଙ୍କ ନିମନ୍ତେ ଖାଦ୍ୟ ପ୍ରସ୍ତୁତ କରିବା ଆରମ୍ଭ କଲେ I