# General Information: ଯୀଶୁ ନାଜରିତ ନଗରରେ ପ୍ରତିପାଳିତ ଓ ବୃଦ୍ଧି ପ୍ରାପ୍ତ ହେଲେ I # Surely ନିଶ୍ଚିତ ଭାବରେ ବା “ସେଥିରେ କୌଣସି ସନ୍ଦେହ ନାହିଁ ” # Doctor, heal yourself ଯଦି କେହି ଦାବି କରେ ଯେ ସେ ରୋଗଗୁଡିକୁ ସୁସ୍ଥ କରିପାରେ ଅଥଚ ନିଜେ ସେହି ରୋଗୀ ଅଟେ, ତେବେ ତାକୁ ବିଶ୍ୱାସ କରିବାରେ କୌଣସି କାରଣ ନାହିଁ ଯେ ସେ ପ୍ରକୃତରେ ଜଣେ ଡାକ୍ତର ଅଟେ I ଲୋକମାନେ ଯୀଶୁଙ୍କ ପ୍ରତି ଏହି ପ୍ରବାଦ କହିବେ ଯେ ସେ ଅନ୍ୟତ୍ର କରିଥିବା କାର୍ଯ୍ୟ ବିଷୟରେ ସେମାନେ ଯାହା ଶୁଣିଛନ୍ତି, ସେମାନେ ଯଦି ତାହାଙ୍କୁ ତାହା କରିବା ଦେଖିବେ ତେବେ ସେମାନେ ବିଶ୍ୱାସ କରିବେ ଯେ ସେ ଜଣେ ଭାବବାଦୀ ଅଟନ୍ତି I (ଦେଖ: [[rc://*/ta/man/translate/writing-proverbs]]) # Whatever we heard ... do the same in your hometown ନାଜରିତର ଲୋକମାନେ ବିଶ୍ୱାସ କରନ୍ତି ନାହିଁ ଯେ ଯୀଶୁ ଜଣେ ଭାବବାଦୀ ଅଟନ୍ତି ଯେହେତୁ ଯୋଷେଫଙ୍କ ପୁତ୍ର ଭାବରେ ତାଙ୍କର ନ୍ୟୁନ ସ୍ତରର ପଦମର୍ଯ୍ୟାଦା ଥିଲା I ଯେ ପର୍ଯ୍ୟନ୍ତ ସେମାନେ ବ୍ୟକ୍ତିଗତ ଭାବରେ ତାଙ୍କୁ ଆଶ୍ଚର୍ଯ୍ୟକର୍ମଗୁଡିକ କରିବା ନ ଦେଖିବେ ସେମାନେ ବିଶ୍ୱାସ କରିବେ ନାହିଁ I