# where he had been raised ଯେଉଁ ସ୍ଥାନରେ ତାଙ୍କ ପିତାମାତା ତାଙ୍କୁ ପ୍ରତିପାଳିତ କରିଥିଲେ କିମ୍ବା “ସେ ଶିଶୁ ଥିବା ସମୟରେ ଯେଉଁଠାରେ ବାସ କରିଥିଲେ” ବା “ସେ ଯେଉଁଠାରେ ବୃଦ୍ଧି ପ୍ରାପ୍ତ ହେଲେ” # according to his custom ଯେପରି ସେ ପ୍ରତ୍ୟେକ ବିଶ୍ରାମବାରରେ କରୁଥିଲେ I ବିଶ୍ରାମବାରରେ ସମାଜଗୃହକୁ ଯିବା ତାଙ୍କର ସ୍ୱାଭାବିକ ରୀତି ବା ଅଭ୍ୟାସ ଥିଲା I