# It is said ଯୀଶୁ ଶୟତାନକୁ କହିଲେ ଯେ ସେ କାହିଁକି ଶୟତାନର କହିବାନୁସାରେ କାର୍ଯ୍ୟ କରିବେ ନାହିଁ I ଏହା କରିବା ନିମନ୍ତେ ତାଙ୍କ ପ୍ରତ୍ୟାଖ୍ୟାନକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ନା, ମୁଁ ତାହା କରିବି ନାହିଁ, କାରଣ ଏହା ଲେଖାଯାଏ” (ଦେଖ: [[rc://*/ta/man/translate/figs-explicit]]) # It is said ଦ୍ୱିତୀୟ ବିବରଣରେ ଥିବା ମୋଶାଙ୍କ ଏକ ଲେଖାଠାରୁ ଯୀଶୁ ଉଦ୍ଧୃତ କରନ୍ତି I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ମୋଶା କହିଛନ୍ତି” “ମୋଶା ଶାସ୍ତ୍ରରେ ଏହା କହିଛନ୍ତି” (ଦେଖ: [[rc://*/ta/man/translate/figs-activepassive]] ) # Do not put the Lord your God to the test ସାମ୍ଭାବ୍ୟ ଅର୍ଥଗୁଡିକ 1) ଯୀଶୁ ମନ୍ଦିର ଉପରୁ ଡେଇଁ ଈଶ୍ୱରଙ୍କୁ ପରୀକ୍ଷା କରିବା ଉଚିତ ନୁହେଁ, ବା 2) ଯୀଶୁ ଈଶ୍ୱରଙ୍କ ପୁତ୍ର ଅଟନ୍ତି ନା ନାହିଁ ଏହା ଦେଖିବା ନିମନ୍ତେ ଶୟତାନ ଯୀଶୁଙ୍କୁ ପରୀକ୍ଷା କରିବା ଉଚିତ ନୁହେଁ I ପଦର ଅର୍ଥକୁ ବ୍ୟାଖ୍ୟା କରିବାକୁ ଚେଷ୍ଠା କରିବା ଅପେକ୍ଷା ପଦରେ ଯେପରି ବ୍ୟକ୍ତ ହୋଇଛି ସେପରି ଅନୁବାଦ କରିବା ସର୍ବୋତ୍ତମ ଅଟେ I