# Jesus answered him, ""It is written ... alone.' ଶୟତାନର ଆହ୍ୱାନକୁ ଯୀଶୁଙ୍କ ପ୍ରତ୍ୟାଖ୍ୟାନ କରିବା ବିଷୟ ସ୍ପଷ୍ଟ ଭାବରେ ତାଙ୍କ ଉତ୍ତରରୁ ସୂଚିତ ହୁଏ I ଏହା ଉଲ୍ଲେଖ କରିବା ତୁମର ଶ୍ରୋତାମାନଙ୍କ ନିମନ୍ତେ ସହାୟକ ହେବ, ଯେପରି UST କରିଥାଏ I ବିକଳ୍ପ ଅନୁବାଦ: “ଯୀଶୁ ଉତ୍ତର ଦେଲେ, ନା, ମୁଁ ତାହା କରିବି ନାହିଁ କାରଣ ଏହା ଲେଖା ଅଛି ...କେବଳ I’” (ଦେଖ: [[rc://*/ta/man/translate/figs-explicit]] ) # It is written ଉକ୍ତିଟି ପୁରାତନ ନିୟମରେ ମୋଶାଙ୍କ ଲେଖନୀରୁ ଆସିଛି I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ମୋଶା ଶାସ୍ତ୍ରରେ ଲେଖିଛନ୍ତି” (ଦେଖ: [[rc://*/ta/man/translate/figs-activepassive]]) # Man does not live on bread alone “ରୋଟୀ” ଶବ୍ଦ ସାଧାରଣ ଭାବରେ ଖାଦ୍ୟକୁ ସୂଚାଇ ଥାଏ I ଜଣେ ବ୍ୟକ୍ତିକୁ ସମ୍ଭାଳି ରଖିବା ନିମନ୍ତେ ଖାଦ୍ୟକୁ ଯଦି ଈଶ୍ୱରଙ୍କ ସହିତ ତୁଳନା କରାଯାଏ ତେବେ, ଖାଦ୍ୟ ସ୍ୱୟଂ ଯଥେଷ୍ଟ ନୁହେଁ I ଯୀଶୁ ଶାସ୍ତ୍ରକୁ ଉଲ୍ଲେଖ କରି କହନ୍ତି ଯେ ସେ କାହିଁକି ପ୍ରସ୍ତରକୁ ରୋଟୀରେ ପରିବର୍ତ୍ତିତ କରିବେ ନାହିଁ I ବିକଳ୍ପ ଅନୁବାଦ: “ଲୋକମାନେ କେବଳ ରୋଟୀରେ ବଞ୍ଚି ପାରିବେ ନାହିଁ” ବା “କେବଳ ଖାଦ୍ୟ ଜଣେ ବ୍ୟକ୍ତିକୁ ବଞ୍ଚାଇ ରଖି ପାରିବ ନାହିଁ” ବା “ଈଶ୍ୱର କହନ୍ତି ଯେ ଖାଦ୍ୟଠାରୁ ଆହୁରି ଅଧିକ ମହତ୍ତ୍ଵପୂର୍ଣ୍ଣ ବିଷୟଗୁଡିକ ରହିଛି” (ଦେଖ: [[rc://*/ta/man/translate/figs-synecdoche]])