# John answered, saying to them all ଜଣେ ମହାନ୍ ବ୍ୟକ୍ତି ଆଗମନ କରୁଥିବା ବିଷୟରେ ଯୋହନଙ୍କ ଉତ୍ତର ସ୍ପଷ୍ଟ ଭାବରେ ସୂଚାଇଥାଏ ଯେ ଯୋହନ ଖ୍ରୀଷ୍ଟ ନୁହନ୍ତି I ଏହି ବିଷୟ ସ୍ପଷ୍ଟ ଭାବରେ ବ୍ୟକ୍ତ କରିବା ତୁମର ଶ୍ରୋତାମାନଙ୍କ ନିମନ୍ତେ ସହାୟକ ହେବ I ବିକଳ୍ପ ଅନୁବାଦ: “ଯୋହନ ସେସମସ୍ତଙ୍କୁ କହିବା ଦ୍ୱାରା ସ୍ପଷ୍ଟ କଲେ ଯେ ସେ ଖ୍ରୀଷ୍ଟ ନୁହନ୍ତି” (ଦେଖ: [[rc://*/ta/man/translate/figs-explicit]]) # I baptize you with water ମୁଁ ଜଳ ବ୍ୟବହାର କରି ବାପ୍ତିସ୍ମ ଦିଏ ବା “ମୁଁ ଜଳ ଦ୍ୱାରା ବାପ୍ତିସ୍ମ ଦିଏ” # not worthy even to untie the strap of his sandals ତାଙ୍କର ପାଦୁକାର ବନ୍ଧନ ଫିଟଇବା ନିମନ୍ତେ ମଧ୍ୟ ଯୋଗ୍ୟ ନୁହେଁ I ପାଦୁକାର ବନ୍ଧନ ଫିଟାଇବା ଜଣେ କ୍ରୀତଦାସର କର୍ମ ଅଟେ I ଯୋହନ କହୁଥିଲେ ଯେ ଆଗମନ କରିବେ ସେ ଏଡେ ମହାନ୍ ଯେ ଏପରିକି ତାଙ୍କର କ୍ରୀତଦାସ ହେବା ନିମନ୍ତେ ସୁଦ୍ଧା ଯୋହନ ଯୋଗ୍ୟ ନୁହନ୍ତି I # He will baptize you with the Holy Spirit and with fire ଜଣେ ବ୍ୟକ୍ତିକୁ ଜଳ ସହିତ ସଂସ୍ପର୍ଶରେ ଆଣୁଥିବା ଆକ୍ଷରିକ ବାପ୍ତିସ୍ମ ଏବଂ ଆତ୍ମିକ ବାପ୍ତିସ୍ମ ଯହିଁରେ ଜଣେ ବ୍ୟକ୍ତି ପବିତ୍ରଆତ୍ମା ଏବଂ ଅଗ୍ନି ସଂସ୍ପର୍ଶରେ ଆସିଥାଏ, ଏହି ରୂପକ ସେହି ଉଭୟର ତୁଳନା କରେ I (ଦେଖ: [[rc://*/ta/man/translate/figs-metaphor]]) # fire ଏହି ସ୍ଥାନରେ “ଅଗ୍ନି” ଶବ୍ଦ ହୁଏତ 1) ବିଚାର ବା 2) ଶୁଚିକାରଣକୁ ବୁଝାଏ I ଏହାକୁ “ଅଗ୍ନି” ବୋଲି ଲେଖିବା ପାଇଁ ପସନ୍ଦ କରାଯାଇଛି” (ଦେଖ: [[rc://*/ta/man/translate/figs-metaphor]] )