# And all those who heard him were amazed ସେମାନେ ବୁଖିପାରିଲେ ନାହିଁ ଯେ କିପରି ବାର ବର୍ଷ ବୟସର ଜଣେ ବାଳକ କୌଣସି ଧର୍ମସଂକ୍ରାନ୍ତୀୟ ଶିକ୍ଷା ନ ଥାଇ ଏତେ ଉତ୍ତମ ଭାବରେ ଉତ୍ତର ଦେଇପାରିଲା I # at his understanding ସେ କେତେ ବେଶୀ ବୁଝିଥଲେ ବୋଲି ବା “ସେ ଈଶ୍ୱରଙ୍କ ବିଷୟରେ ଏତେ ବେଶୀ ବିଷୟ ବୁଝିଥିଲେ” # his answers ସେ କେତେ ସଠିକ୍ ଭାବରେ ସେମାନଙ୍କୁ ଉତ୍ତର ଦେଲେ ବା “ଯେ ସେ ଏତେ ଉତ୍ତମ ଭାବରେ ସେମାନଙ୍କ ପ୍ରଶ୍ନଗୁଡିକର ଉତ୍ତର ଦେଲେ ”