# A prophetess named Anna was also there ଏହା କାହାଣୀ ମଧ୍ୟକୁ ଏକ ନୂତନ ଅଂଶଗ୍ରହଣକାରୀଙ୍କର ପରିଚୟ ପ୍ରଦାନ କରେ I (ଦେଖ: [[rc://*/ta/man/translate/writing-participants]] ) # Phanuel ଏହା ଜଣେ ମନୁଷ୍ୟର ନାମ ଅଟେ I (ଦେଖ: [[rc://*/ta/man/translate/translate-names]] ) # seven years 7 ବର୍ଷ (ଦେଖ: [[rc://*/ta/man/translate/translate-numbers]] ) # after her virginity ସେ ତାଙ୍କୁ ବିବାହ କରିବା ପରେ