# the thoughts of many hearts may be revealed ଏହି ସ୍ଥାନରେ “ହୃଦୟଗୁଡିକ” ଲୋକମାନଙ୍କ ଅନ୍ତରସ୍ଥ ବ୍ୟକ୍ତିତ୍ଵ ନିମନ୍ତେ ଏକ ଲକ୍ଷଣସୂଚକ ଶବ୍ଦ ଅଟେ I ଏହାକୁ ସକ୍ରିୟ ରୂପରେ କୁହାଯାଇ ପାରିବ I ବିକଳ୍ପ ଅନୁବାଦ: “ସେ ହୁଏତ ଅନେକ ଲୋକମାନଙ୍କର ଭାବନାକୁ ପ୍ରକାଶ କରିବେ” ବା “ଲୋକମାନେ ଗୁପ୍ତରେ ଚିନ୍ତା କରୁଥିବା ବିଷୟକୁ ସେ ପ୍ରକାଶ କରିବେ” (ଦେଖ: [[rc://*/ta/man/translate/figs-metonymy]]ଏବଂ [[rc://*/ta/man/translate/figs-activepassive]] )