# lying in the manger ଗୁହାଳକୁଣ୍ଡ ଏକ ପ୍ରକାରର ବାକ୍ସ ବା ଛାଞ୍ଚ ଥିଲା ଯହିଁରେ ଲୋକମାନେ ପଶୁମାନଙ୍କ ନିମନ୍ତେ ପାଳ କିମ୍ବା ଅନ୍ୟ ଖାଦ୍ୟ ରଖୁଥିଲେ I ଦେଖ ତୁମେ କିପରି ଏହାକୁ [ଲୂକ 2:7](../02/07 ମଝି)ରେ ଅନୁବାଦ କରିଛ I