# Do not be afraid ଭୟଭୀତ ହେବା ବନ୍ଦ କର # great joy, which will be to all the people ତାହା ସମସ୍ତ ଲୋକମାନଙ୍କୁ ଅତିଶୟ ଆନନ୍ଦିତ କରିବ # all the people କେତେକେ ଏହାକୁ ଯିହୂଦୀୟ ଲୋକମାନଙ୍କ ପ୍ରତି ଉଲ୍ଲେଖ ହୋଇଛି ବୋଲି ବୁଝନ୍ତି I ଅନ୍ୟମାନେ ଏହାକୁ ସମସ୍ତ ଲୋକମାନଙ୍କ ପ୍ରତି ଉଲ୍ଲେଖ ହୋଇଛି ବୋଲି ବୁଝନ୍ତି I