# General Information: ଏହା ସଂକ୍ଷେପରେ ଯୋହନଙ୍କ ବୃଦ୍ଧି ପାଇବା ବର୍ଷଗୁଡିକ ବିଷୟରେ କୁହେ I # Now ମୁଖ୍ୟ କାହାଣୀରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ଏହି ଶବ୍ଦ ଏଠାରେ ବ୍ୟବହୃତ ହୋଇଛି I ଯୋହନଙ୍କ ଜନ୍ମଠାରୁ ଜଣେ ବୟସ୍କ ଭାବରେ ତାଙ୍କର ସେବାକାର୍ଯ୍ୟ ଆରମ୍ଭ କରିବା ସମୟକୁ ଲୂକ ଖୁବ୍ ଶୀଘ୍ର ଗତି କରୁଛନ୍ତି I # became strong in spirit ଆତ୍ମିକ ଭାବରେ ପରିପକ୍ଵ ହେଲେ ବା “ଈଶ୍ୱରଙ୍କ ସହିତ ତାଙ୍କ ସମ୍ପର୍କକୁ ଦୃଢୀଭୂତ କଲେ” # was in the wilderness ପ୍ରାନ୍ତରରେ ବାସ କଲେ I ଯୋହନ କେଉଁ ବୟସରେ ପ୍ରାନ୍ତରରେ ଆପଣା ଜୀବନ କାଟିବା ଆରମ୍ଭ କଲେ ସେ ବିଷୟରେ ଲୂକ କିଛି କହି ନାହାନ୍ତି I # until କୌଣସି ଏକ ସ୍ଥାନରେ ରହିଯିବା ବିଷୟକୁ ଏହା ଜଣାଉ ନାହିଁ I ଯୋହନ ସର୍ବସାଧାରଣରେ ପ୍ରଚାର ସେବାକାର୍ଯ୍ୟ ଆରମ୍ଭ କରିବା ପରେ ସୁଦ୍ଧା ପ୍ରାନ୍ତରରେ ବାସ କରିବା ଜାରି ରଖିଥିଲେ I # the day of his public appearance ଯେତେବେଳେ ସେ ସର୍ବସାଧାରଣରେ ପ୍ରଚାର କରିବା ଆରମ୍ଭ କଲେ # the day ଏଠାରେ “ସମୟ” ବା “ପରିସ୍ଥିତି”ର ସାଧାରଣ ଅର୍ଥରେ ଏହା ବ୍ୟବହୃତ ହୋଇଛି I