# because of the tender mercy of our God ଈଶ୍ୱରଙ୍କ ଦୟା ଲୋକମାନଙ୍କୁ ସାହାଯ୍ୟ କରିଥାଏ ବୋଲି ଉଲ୍ଲେଖ କରିବା ହୁଏତ ସହାୟକ ହୋଇପାରେ I ବିକଳ୍ପ ଅନୁବାଦ: “କାରଣ ଈଶ୍ୱର ଦୟାମୟ ଏବଂ କୃପାରେ ପରିପୂର୍ଣ୍ଣ ଅଟନ୍ତି” (ଦେଖ: [[rc://*/ta/man/translate/figs-explicit]] ) # the sunrise from on high ଅନେକ ସମୟରେ ଆଲୋକ ସତ୍ୟର ଏକ ରୂପକ ଅଟେ I ଏ ସ୍ଥାନରେ, ପରିତ୍ରାଣକର୍ତ୍ତା ଆତ୍ମିକ ସତ୍ୟ ଯୋଗାଇବେ ବୋଲି କହିବା ଅର୍ଥ ସତେ ଯେପରି ଏହା ଏକ ସୂର୍ଯ୍ୟୋଦୟ ଅଟେ, ଯାହା ପୃଥିବୀକୁ ଆଲୋକିତ କରେ I (ଦେଖ: [[rc://*/ta/man/translate/figs-metaphor]] )