# They made signs ଏହା ସେହି ସୁନ୍ନତ ଉତ୍ସବ ନିମନ୍ତେ ଉପସ୍ଥିତ ରହିଥିବା ଲୋକମାନଙ୍କୁ ଉଲ୍ଲେଖ କରେ I # They made signs ଇଙ୍ଗିତ କଲେ I ହୁଏତ ଜିଖରିୟ ଶୁଣି ପାରୁ ନ ଥିଲେ ଓ ତହିଁ ସଙ୍ଗେ ସଙ୍ଗେ କହିପାରୁ ନ ଥିଲେ, ବା ଲୋକମାନେ ଅନୁମାନ କଲେ ଯେ ସେ ଶୁଣି ପାରିଲେ ନାହିଁ I # to his father ଶିଶୁର ପିତାଙ୍କ ପ୍ରତି # as to what he wanted him to be named ଜିଖରିୟ ଶିଶୁକୁ କେଉଁ ନାମ ଦେବା ନିମନ୍ତେ ଇଚ୍ଛା କଲେ