# How will this happen ଏହା କିପରି ହେବ, ତାହା ଯଦିଓ ମରିୟମ ବୁଝିପାରିଲେ ନାହିଁ, କିନ୍ତୁ ଏହା ଯେ ସମ୍ଭବପର ହେବ ସେ ବିଷୟରେ ସେ ସନ୍ଦେହ କଲେ ନାହିଁ I # I have not known a man ମରିୟମ ନମ୍ରତାର ସହିତ ପ୍ରକାଶ କଲେ ଯେ ସେ କୌଣସି ପୁରୁଷ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିନାହାନ୍ତି I ବିକଳ୍ପ ଅନୁବାଦ: “ ମୁଁ ଜଣେ କୁମାରୀ ଅଟେ” (ଦେଖ: [[rc://*/ta/man/translate/figs-euphemism]] )