# General Information: ବିଲିୟମ ଜଣେ ଭାବବାଦୀ ଥିଲେ ଯେ ଜଣେ ଶତ୍ରୁ ନିମନ୍ତେ ଇଶ୍ରାୟେଲକୁ ଅଭିଶାପ ଦେବା ମନା କରିଥିଲେ କିନ୍ତୁ ସେହି ଶତ୍ରୁମାନଙ୍କୁ ଲୋକମାନଙ୍କୁ ଆଣି ଅବିଶ୍ବାସୀମାନଙ୍କ ସହିତ ବିବାହ କରିବାକୁ ଓ ପ୍ରତିମାପୁଜକ ହେବାକୁ ଶିକ୍ଷା ଦେଇଥିଲେ I କୋରହ ଇଶ୍ରାୟେଲର ଜଣେ ବ୍ୟକ୍ତି ଥିଲେ, ଯେ ମୋଶାଙ୍କ ନେତୃତ୍ବ ଓ ହାରୋଣଙ୍କ ଯାଜକପଦ ବିରୁଦ୍ଧରେ ବିଦ୍ରୋହ କରିଥିଲେ I # did not dare to bring ଆପଣାକୁ ନିୟନ୍ତ୍ରଣ କରିଥିଲେ I ସେ ଆଣି ନଥିଲେ କିମ୍ବା “ଆଣିବାକୁ ଇଚ୍ଛା କରି ନଥିଲେ” # a slanderous judgment ଏକ ମନ୍ଦ ବାକ୍ୟର ବିଚାର କିମ୍ବା “ଏକ ମନ୍ଦ ବିଚାର” # bring a slanderous judgment against ମନ୍ଦ, ଅସତ୍ୟ ବିଷୟରେ କଥା କହନ୍ତି