# Peter saw him ଏଠାରେ “ତାହାଙ୍କୁ” ଶବ୍ଦ “ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ତାହାଙ୍କୁ” ବୁଝାଏ I # Lord, what will this man do? ପିତର ଜାଣିବାକୁ ଚାହୁଁଛନ୍ତି ଯେ ଯୋହନଙ୍କ ପ୍ରତି କଅଣ ଘଟିବ I ଅନ୍ୟ ଏକ ଅନୁବାଦରେ: “ପ୍ରଭୁ, ଏହି ଲୋକ ପ୍ରତି କଅଣ ଘଟିବ ?” (ଦେଖ: [[rc://*/ta/man/translate/figs-explicit]])