# Now ବିବରଣୀକୁ ଆଗେଇ ନେବା ପୂର୍ବରୁ ସେ ପୃଷ୍ଠଭୂମିର ସୂଚନା ଦେଉଥିବା ଦେଖାଇବା ନିମନ୍ତେ ଯୋହନ ଏହି ଶବ୍ଦକୁ ବ୍ୟବହାର କରୁଛନ୍ତି I (ଦେଖ: [[rc://*/ta/man/translate/writing-background]]) # to indicate with what kind of death Peter would glorify God ଏଠାରେ ଯୋହନ ସୂଚାଉଛନ୍ତି ଯେ ପିତର କ୍ରୁଶ ଉପରେ ମୃତ୍ୟୁଭୋଗ କରିବେ I ଅନ୍ୟ ଏକ ଅନୁବାଦରେ: “ଏହା ସୁଚାଇବା ନିମନ୍ତେ ଯେ ଈଶ୍ବରଙ୍କ ଗୌରବ ନିମନ୍ତେ ପିତର କ୍ରୁଶ ଉପରେ ମୃତ୍ୟୁଭୋଗ କରିବେ” (ଦେଖ: [[rc://*/ta/man/translate/figs-explicit]]) # Follow me ଏଠାରେ “ଅନୁଗାମୀ ହୁଅ”ର ଅର୍ଥ “ଜଣେ ଶିଷ୍ୟ ହେବା I” ଅନ୍ୟ ଏକ ଅନୁବାଦରେ: “ମୋହର ଶିଷ୍ୟହୋଇ ରୁହ” (ଦେଖ: [[rc://*/ta/man/translate/figs-explicit]])