# Mary Magdalene came and told the disciples ମଗ୍ଦଲୀନୀ ମରିୟମ ଶିଷ୍ୟମାନେ ରହୁଥିବା ସ୍ଥାନକୁ ଯାଇ ସେ ଯାହା ଦେଖିଥିଲେ ଓ ଶୁଣିଥିଲେ, ତାହା ସେମାନଙ୍କୁ କହିଲେ I ଅନ୍ୟ ଏକ ଅନୁବାଦରେ: “ମଗ୍ଦଲୀନୀ ମରିୟମ ଶିଷ୍ୟମାନେ ରହୁଥିବା ସ୍ଥାନକୁ ଯାଇ ସେମାନଙ୍କୁ କହିଲେ” (ଦେଖ: [[rc://*/ta/man/translate/figs-explicit]])