# Peter then denied again ଏଠାରେ ଏହା ସୂଚାଉଅଛି ଯେ ପିତର ଯୀଶୁଙ୍କୁ ଜାଣିଥିବା ଓ ତାହାଙ୍କ ସହିତ ଥିବା ବିଷୟକୁ ଅସ୍ବୀକାର କଲେ I ଅନ୍ୟ ଏକ ଅନୁବାଦରେ: “ତତ୍ପରେ ପିତର ପୁନର୍ବାର ଯୀଶୁଙ୍କୁ ଜାଣିଥିବା ଓ ତାହାଙ୍କ ସହିତ ଥିବା ବିଷୟରେ ଅସ୍ବୀକାର କଲେ” (ଦେଖ: [[rc://*/ta/man/translate/figs-explicit]]) # immediately the rooster crowed ଏଠାରେ ଏହା ଧରିନିଆ ଯାଏ ଯେ ପାଠକମାନେ ମନେ ପକାଇବେ ଯେ କୁକୁଡା ଡାକିବା ପୂର୍ବରୁ ପିତର ତାହାଙ୍କୁ ଅସ୍ବୀକାର କରିବେ ବୋଲି ଯୀଶୁ କହିଥିଲେ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ଯେପରି ଘଟିବ ବୋଲି କହିଥିଲେ, ସେହିକ୍ଷଣି କୁକୁଡା ଡାକିଲା” (ଦେଖ: [[rc://*/ta/man/translate/figs-explicit]])