# Connecting Statement: ଯୀଶୁ ଆପଣାର ପ୍ରାର୍ଥନା ଶେଷ କରୁଛନ୍ତି I # Righteous Father ଏଠାରେ “ପିତା” ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]]) # the world did not know you “ଜଗତ” ଶବ୍ଦ ଏକ ରୂପକ ଅଟେ, ଯାହା ଯେଉଁ ଲୋକମାନେ ଈଶ୍ବରଙ୍କର ନୁହନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ତୁମ୍ଭର ନୁହନ୍ତି, ତୁମ୍ଭେ କାହା ସଦୃଶ, ତାହା ସେମାନେ ଜାଣନ୍ତି ନାହିଁ” (ଦେଖ: [[rc://*/ta/man/translate/figs-metonymy]])