# The glory that you gave me, I have given to them ତୁମ୍ଭେ ଯେପରି ମୋହର ମହିମାନ୍ବିତ କରିଅଛ, ସେପରି ମୁଁ ମୋହର ଶିଷ୍ୟମାନଙ୍କ ମହିମାନ୍ବିତ କରିଅଛି # so that they will be one, just as we are one ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ଆମ୍ଭେମାନେ ଏକ ହୋଇଅଛୁ, ସେମାନଙ୍କୁ ଏକ କରିବ” (ଦେଖ: [[rc://*/ta/man/translate/figs-activepassive]])