# Set them apart by the truth ସେମାନଙ୍କୁ ପୃଥକ୍ କରିବାର ଉଦ୍ଦେଶ୍ୟକୁ ସ୍ପଷ୍ଟ ଭାବରେ କୁହାଯାଇପାରିବ I ଏଠାରେ “ସତ୍ୟ ଦ୍ବାରା” ବାକ୍ୟାଂଶର ଅର୍ଥ ସତ୍ୟ ବିଷୟକୁ ଶିକ୍ଷାଦେବାକୁ ସୁଚାଏ I ଅନ୍ୟ ଏକ ଅନୁବାଦରେ:“ସେମାନଙ୍କୁ ସତ୍ୟ ବିଷୟ ଶିକ୍ଷା ଦେଇ ଆପଣାର ଲୋକ କର”(ଦେଖ: [[rc://*/ta/man/translate/figs-explicit]]) # Your word is truth ତୁମ୍ଭର ବାକ୍ୟ ସତ୍ୟ ଅଟେ କିମ୍ବା “ତୁମ୍ଭେ ଯାହା କୁହ, ତାହା ସତ୍ୟ ଅଟେ”