# Connecting Statement: ଯୀଶୁ ଆପଣା ଶିଷ୍ୟମାନଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଆରମ୍ଭ କରନ୍ତି I # I revealed your name ଏଠାରେ “ନାମ” ଏକ ରୂପକ ଅଟେ, ଯାହା ଈଶ୍ବରଙ୍କ ବ୍ୟକ୍ତିତ୍ବକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ପ୍ରକୃତରେ କିଏ ଓ ତୁମ୍ଭେ କାହା ସଦୃଶ, ତାହା ସେମାନଙ୍କୁ ଶିକ୍ଷା ଦେଲି”(ଦେଖ: [[rc://*/ta/man/translate/figs-metonymy]]) # from the world ଏଠାରେ “ଜଗତ” ଏକ ରୂପକ ଅଟେ, ଯାହା ଜଗତର ଲୋକମାନଙ୍କୁ ବୁଝାଏ ଯେଉଁମାନେ ଈଶ୍ବରଙ୍କୁ ବିରୋଧ କରନ୍ତି I ଏହାର ଅର୍ଥ ହେଉଛି ଯେ ଈଶ୍ବର ସେହି ଲୋକମାନଙ୍କଠାରୁ ବିଶ୍ବାସୀମାନଙ୍କୁ ପୃଥକ କରନ୍ତି, ଯେଉଁମାନେ ତାହାଙ୍କୁ ବିଶ୍ବାସ କରନ୍ତି ନାହି I (ଦେଖ: [[rc://*/ta/man/translate/figs-metonymy]]) # kept your word ଏହା ଏକ ରୂଢ଼ି ଅଟେ, ଯାହାର ଅର୍ଥ ଆଜ୍ଞା ପାଳନ କରିବା I ଅନ୍ୟ ଏକ ଅନୁବାଦରେ: “ତୁମ୍ଭର ଶିକ୍ଷା ପାଳନ କରି ଅଛନ୍ତି” (ଦେଖ: [[rc://*/ta/man/translate/figs-idiom]])