# about judgment, because the ruler of this world has been judged ଈଶ୍ବର ସେମାନଙ୍କଠାରୁ ହିସାବ ନେବେ ଓ ସେମାନଙ୍କ ପାପ ପାଇଁ ସେମାନଙ୍କୁ ଦଣ୍ଡ ଦେବେ, ଯେପରି ସେ ଏହି ଜଗତର ଅଧିପତି, ଶୟତାନକୁ ଦଣ୍ଡ ଦେବେ I # the ruler of this world ଏଠାରେ “ଅଧିପତି” ଶୟତାନକୁ ବୁଝାଏ I ଦେଖ ତୁମେ ଏହାକୁ କିପରି [ଯୋହନ ୧୨:୩୧](../12/31.md)ରେ ଅନୁବାଦ କରିଅଛ I ଅନ୍ୟ ଏକ ଅନୁବାଦରେ: “ଏହି ଜଗତର ଅଧିପତି ଶୟତାନ”