# he is thrown away like a branch and dries up ଏଠାରେ ଅର୍ଥବୋଧକ ରୂପକ ଅଫଳନ୍ତି ଶାଖା ଅଟେ ଯାହା ଯୀଶୁଙ୍କଠାରେ ଲାଗିରହି ନଥିବା ଲୋକମାନଙ୍କୁ ବୁଝାଏ I ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କୃଷକ ତାହାକୁ ଶାଖା ସଦୃଶ ଫିଙ୍ଗିଦିଅନ୍ତି ଓ ଏହା ଶୁଖିଯାଏ” (ଦେଖ: [[rc://*/ta/man/translate/figs-metaphor]]) # they are burned up ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଅଗ୍ନି ସେଗୁଡିକୁ ଜାଳିଦିଏ”(ଦେଖ: [[rc://*/ta/man/translate/figs-activepassive]])