# loved ଏହି ପ୍ରକାର ପ୍ରେମ ଈଶ୍ବରଙ୍କଠାରୁ ଆସିଥାଏ ଓ ଅନ୍ୟମାନଙ୍କ ମଙ୍ଗଳ ସାଧନ କରେ, ଏପରିକି ଯଦିଓ ଜଣକର ଉପକାରରେ ଆସି ନଥାଏ I ଏହି ପ୍ରକାର ପ୍ରେମ ସେମାନେ ଯାହା କଲେ ବି ଅନ୍ୟମାନଙ୍କର ଯତ୍ନ ନେଇଥାଏ I # I am going to the Father ଏଠାରେ ଯୀଶୁ ସୂଚାଉଛନ୍ତି ଯେ ସେ ପିତାଙ୍କ ନିକଟକୁ ବାହୁଡି ଯିବେ I ଅନ୍ୟ ଏକ ଅନୁବାଦରେ: “ମୁଁ ପିତାଙ୍କ ନିକଟକୁ ଫେରି ଯାଉଅଛି” (ଦେଖ: [[rc://*/ta/man/translate/figs-explicit]]) # the Father is greater than I ଏଠାରେ ଯୀଶୁ ସୂଚାଉଛନ୍ତି ଯେ ପୁତ୍ର ପୃଥିବୀରେ ଥିବା ସମୟରେ ପିତାଙ୍କର ପୁତ୍ରଙ୍କ ଅପେକ୍ଷା ମହାନ ଅଧିକାର ଅଛି I ଅନ୍ୟ ଏକ ଅନୁବାଦରେ: “ ଏଠାରେ ମୋହର ଥିବା ଅଧିକାର ଅପେକ୍ଷା ପିତାଙ୍କର ଅଧିକ ଅଧିକାର ଅଛି” (ଦେଖ: [[rc://*/ta/man/translate/figs-explicit]]) # Father ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])