# you are blessed ଏଠାରେ “ଧନ୍ୟ”ର ଅର୍ଥ ଜଣକ ପ୍ରତି ମଙ୍ଗଳ ଓ ହିତକାରୀ ବିଷୟସବୁ ଘଟାଇବା I ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତୁମକୁ ଆଶୀର୍ବାଦ କରିବେ” (ଦେଖ: [[rc://*/ta/man/translate/figs-activepassive]])