# While you have the light, believe in the light so that you may be sons of light “ଜ୍ୟୋତିଃ” ଏକ ରୂପକ ଅଟେ, ଯାହା ଈଶ୍ବରଙ୍କ ସତ୍ୟକୁ ପ୍ରକାଶ କରୁଥିବା ଯୀଶୁଙ୍କ ଶିକ୍ଷାକୁ ବୁଝାଏ I “ଜ୍ୟୋତିଃର ସନ୍ତାନ” ଏକ ରୂପକ ଅଟେ, ଯାହା ଯୀଶୁଙ୍କ ବାକ୍ୟ ଗ୍ରହଣ କରି ଈଶ୍ବରଙ୍କ ସତ୍ୟତା ଅନୁଯାୟୀ ଜୀବନଯାପନ କରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୁଁ ତୁମ୍ଭମାନଙ୍କ ସହିତ ରହିଥିବା ସମୟରେ ମୋହର ଶିକ୍ଷାରେ ବିଶ୍ବାସ କର, ଯେପରି ଈଶ୍ବରଙ୍କ ସତ୍ୟତା ତୁମ୍ଭମାନଙ୍କଠାରେ ବାସ କରିବ” (ଦେଖ: [[rc://*/ta/man/translate/figs-metaphor]])