# he was deeply moved in his spirit and was troubled ଯୀଶୁ ଅନୁଭବ କରିଥିବା ଗଭୀର ଭାବପ୍ରବଣ ପୂର୍ଣ୍ଣ ଦୁଃଖ ଓ ସମ୍ଭାବିତ କ୍ରୋଧକୁ ପ୍ରକାଶ କରିବା ନିମନ୍ତେ ଯୋହନ ଏକାଭଳି ଥିବା ଏହି ଦୁଇଟି ବାକ୍ୟାଂଶକୁ ସଂଯୁକ୍ତ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ସେ ଅତିଶୟ ବିଚଳିତ ହେଲେ” (ଦେଖ: [[rc://*/ta/man/translate/figs-doublet]])