# Our friend Lazarus has fallen asleep ଏଠାରେ “ନିଦ୍ରା ଯାଇଛନ୍ତି” ଏକ ରୂଢ଼ି ଅଟେ, ଯାହାର ଅର୍ଥ ଯେ ଲାଜାର ମରିଅଛି I ଯଦି ତୁମ ଭାଷାରେ ଏହା କହିବାର କିଛି ଶୈଳୀ ଥାଏ, ତେବେ ତୁମେ ତାହାକୁ ଏଠାରେ ବ୍ୟବହାର କରପାର I (ଦେଖ: [[rc://*/ta/man/translate/figs-idiom]]) # but I am going so that I may wake him out of sleep “ନିଦ୍ରାରୁ ଉଠାଇବା” ଶବ୍ଦ ଏକ ରୂଢ଼ିର ଆକାର ଅଟେ I ଯୀଶୁ ଲାଜାରଙ୍କୁ ଜୀବିତ ଅବସ୍ଥାକୁ ଫେରାଇ ଆଣିବାରେ ତାହାଙ୍କ ଯୋଜନାକୁ ପ୍ରକାଶ କରୁଛନ୍ତି I ଯଦି ତୁମ ଭାଷାରେଏଥି ନିମନ୍ତେ ଏକ ରୂଢ଼ି ଅଛି, ତେବେ ତୁମେ ତାହା ଏଠାରେ ବ୍ୟବହାର କରିପାର I (ଦେଖ: [[rc://*/ta/man/translate/figs-idiom]])