# We know that God has spoken to Moses ଆମ୍ଭେମାନେ ନିଶ୍ଚିତ ଯେ ଈଶ୍ବର ମୋଶାଙ୍କୁ କଥା କହିଛନ୍ତି # we do not know where this one is from ଏଠାରେ ଯିହୂଦୀ ନେତାମାନେ ଯୀଶୁଙ୍କ ଆଡକୁ ଇଙ୍ଗିତ କରୁଛନ୍ତି I ସେମାନେ ସୂଚାଉଛନ୍ତି ଯେ ତାହାଙ୍କ ଶିଷ୍ୟ କରିବା ଅଧିକାର ନାହିଁ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଜାଣୁନାହୁଁ ଯେ ସେ କେଉଁଠାରୁ ଆସିଛି ବା ସେ କେଉଁଠାରୁ ଅଧିକାର ପାଇଛି” (ଦେଖ: [[rc://*/ta/man/translate/figs-explicit]])