# Truly, truly ଦେଖ ତୁମେ ଏହାକୁ କିପରି [ଯୋହନ ୧:୫୧](../01/51.md)ରେ ଅନୁବାଦ କରିଅଛ I # I AM ସମ୍ଭାବିତ ଅର୍ଥଗୁଡିକ ୧) ଯୀଶୁ ଆପଣାକୁ ଯିହୋବା ଭାବେ ପରିଚୟ ଦେଉଛନ୍ତି, ଯେ କି ଆପଣାକୁ ମୋଶାଙ୍କ ନିକଟରେ “ଆମ୍ଭେ” ସ୍ବରୁପ ପରିଚୟ ଦେଇଥିଲେ କିମ୍ବା ୨) ଯୀଶୁ କହୁଛନ୍ତି, “ଅବ୍ରାହାମଙ୍କ ପୂର୍ବରୁ ମୁଁ ଅଛି I”