# remain in my word ଏହା ଏକ ରୂଢ଼ି ଅଟେ, ଯାହାର ଅର୍ଥ “ଯୀଶୁଙ୍କ ବାକ୍ୟ ପାଳନ କରିବା I” ଅନ୍ୟ ଏକ ଅନୁବାଦରେ: “ ମୁଁ ଯାହା କହିଅଛି, ତାହା ପାଳନ କର” (ଦେଖ: [[rc://*/ta/man/translate/figs-idiom]]) # my disciples ମୋହର ଅନୁଗମନକାରୀ