# General Information: କିଛି ସମୟ ବିତିଗଲା I ଏହା ବର୍ତ୍ତମାନ ପର୍ବର ଶେଷ ଦିନ ଓ ଯୀଶୁ ଜନସମୁହ ନିକଟରେ ପ୍ରଚାର କରୁଛନ୍ତି I # great day ଏହା “ମୁଖ୍ୟ” ଅଟେ କାରଣ ଏହା ପର୍ବର ଶେଷ, କିମ୍ବା ଗୁରୁତ୍ବପୂର୍ଣ୍ଣ ଦିନ ଅଟେ I # If anyone is thirsty ଏଠାରେ “ତୃଷିତ” ଏକ ରୂପକ ଅଟେ, ଯାହାର ଅର୍ଥ, ଯେପରି ଜଣେ ବ୍ୟକ୍ତି ଜଳ ପାଇଁ “ତୃଷିତ’ ହୁଏ, ସେପରି ଈଶ୍ବରଙ୍କ ବିଷୟ ନିମନ୍ତେ ଜଣେ ଧକାଏ I ଅନ୍ୟ ଏକ ଅନୁବାଦରେ: “ଜଣେ ତୃଷିତ ବ୍ୟକ୍ତି ଜଳ ନିମନ୍ତେ ଆକୁଳ ହେବା ସଦୃଶ ଈଶ୍ବରଙ୍କ ବିଷୟ ନିମନ୍ତେ ଧକାଏ” (ଦେଖ: [[rc://*/ta/man/translate/figs-metaphor]]) # let him come to me and drink “ପାନ କର” ଶବ୍ଦ ଏକ ରୂପକ ଅଟେ, ଯାହାର ଅର୍ଥ, ଯୀଶୁ ପ୍ରଦାନ କରୁଥିବା ଆତ୍ମିକ ଜୀବନକୁ ଗ୍ରହଣ କରିବା I ଅନ୍ୟ ଏକ ଅନୁବାଦରେ: “ସେ ମୋ ନିକଟକୁ ଆସି ଆପଣା ଆତ୍ମିକ ତୃଷା ନିବାରଣ କରୁ” (ଦେଖ: [[rc://*/ta/man/translate/figs-metaphor]])