# When the Christ comes, will he do more signs than what this one has done? ଏହି ଟିପ୍ପଣୀର ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଖ୍ରୀଷ୍ଟ ଆଗମନ କରିବେ, ନିଶ୍ଚୟରୂପେ ଏହି ବ୍ୟକ୍ତି କରିଥିବା ଚିହ୍ନ ଅପେକ୍ଷା ସେ ଅଧିକ କିଛି କରିବାକୁ ସମର୍ଥ ହେବେନାହିଁ !” (ଦେଖ: [[rc://*/ta/man/translate/figs-rquestion]]) # signs ଏହା ଆଶ୍ଚର୍ଯ୍ୟକର୍ମଗୁଡିକୁ ବୁଝାଏ ଯାହା ପ୍ରମାଣିତ କରେ ଯେ ଯୀଶୁ ଖ୍ରୀଷ୍ଟ ଅଟନ୍ତି I