# he leads the crowds astray ଏଠାରେ ଜଣେ ବ୍ୟକ୍ତିକୁ ଅସତ୍ୟ ବିଷୟରେ ବିଶ୍ବାସ କରିବା ନିମନ୍ତେ “ଭ୍ରାନ୍ତ କରିବା” ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ସେ ଲୋକମାନଙ୍କୁ ପ୍ରତାରଣା କରୁଅଛି” (ଦେଖ: [[rc://*/ta/man/translate/figs-metaphor]])