# the twelve ଏହା “ବାରଜଣ ଶିଷ୍ୟ”ଙ୍କ ନିମନ୍ତେ ଏକ ଶବ୍ଦର ବିଲୋପ ଅଟେ; ସେମାନେ ବାରଜଣଙ୍କ ଏକ ନିର୍ଦ୍ଦିଷ୍ଟ ଦଳ ଯେଉଁମାନେ ଯୀଶୁଙ୍କ ସେବାକାର୍ଯ୍ୟରେ ସମ୍ପର୍ଣରୂପେ ତାହାଙ୍କ ଅନୁଗମନ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ବାରଜଣ ଶିଷ୍ୟ” (ଦେଖ: [[rc://*/ta/man/translate/figs-ellipsis]])